ପ୍ରମୋଦିବା
ପ୍ରମୋଦିତ କରିବା; ଆନନ୍ଦିତ କରିବା — To gladden; to cause delight.
ବାର୍ତ୍ତା କହି ଦେଲି ମୁଦି ବାଳିକ ମଣି ପ୍ରମୋଦି ଭଞ୍ଜ. ବୈଦେହୀଶବିଳାସ