Jump to content

ପ୍ରମୋଦୀ

ଉଇକିଅଭିଧାନ‌ରୁ

ପ୍ରମୋଦୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରମୋଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ରମୋଦ+ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ପ୍ରମୋଦକାରୀ; ଆନନ୍ଦଦାୟକ — ୧. Delighting; gladdening.
୨. ପ୍ରମୋଦିତ; ଆନନ୍ଦିତ — ୨. Delighted; happy. (Apte).