Jump to content

ପ୍ରମୋଦ ନଦ

ଉଇକିଅଭିଧାନ‌ରୁ

ପ୍ରମୋଦ ନଦ

ଉଚ୍ଚାରଣ

[ସମ୍ପାଦନା]

(ପ୍ରମୋଦସାଗର, ପ୍ରମୋଦାବ୍ଧି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧା; ପ୍ରମୋଦ+ନଦ)

[ସମ୍ପାଦନା]

ଆନନ୍ଦ ସାଗର —Ocean of joy; boundless joy.

ଦ୍ୱିଗୁଣ ଆଦରେ ପ୍ରମୋଦନଦରେ ମଜ୍ଜି ଘେନି ଗଲେ କର ଧରି କବିସୂର୍ଯ୍ୟ, କିଶୋରୀଚମ୍ପୂ