ପ୍ରମୋଦ ସଟ୍ଟକ
ଶାନ୍ତି ଓ ପିପାସା ଦୂରକାରୀ ପାନୀୟବିଶେଷ — A kind of drink which expels lassitude.
[ଦ୍ରଷ୍ଟବ୍ୟ —ବସାଦହି ସଙ୍ଗେ ଚିନି, ମରୀଚ. ପୀପ୍ପଳି, ଲବଙ୍ଗ, କର୍ପୂର ଗୁଣ୍ଡା ଓ ପାଚିଲା ଡାଳିମ୍ୱ ମଞ୍ଜି ମିଶା ଯାଇ ଏହା ପ୍ରସ୍ତୁତ ହୁଏ ହିନ୍ଦୀ - ଶ]