Jump to content

ପ୍ରମୋହ

ଉଇକିଅଭିଧାନ‌ରୁ

ପ୍ରମୋହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ମୋହ)

[ସମ୍ପାଦନା]
୧. ମୋହ; ମୂର୍ଚ୍ଛା — ୧. Swoon.
୨. ଭ୍ରାନ୍ତି —୨. Error; mistake; delusion.
୩. ବିମୋହିତ ହେବା ଅବସ୍ଥା —୩. Fascination.