Jump to content

ପ୍ରମ୍ଳାନ

ଉଇକିଅଭିଧାନ‌ରୁ

ପ୍ରମ୍ଳାନ

ଉଚ୍ଚାରଣ

[ସମ୍ପାଦନା]
(ପ୍ରମ୍ଳାନା—ସ୍ତ୍ରୀ) 

(ପ୍ରମ୍ଳାନତା—ବି)

ସଂସ୍କୃତ - ବିଶେଷଣ - (ପ୍ର+ମ୍ଳୈ ଧାତୁ=କର୍ତ୍ତୃ. ତ)

[ସମ୍ପାଦନା]
୧. ଅତ୍ୟନ୍ତ ମ୍ଳାନି —୧. Faded; withered away.
୨. ଅତି ମଳିଆ —୨. Very dirty; soiled.