Jump to content

ପ୍ରଯତ

ଉଇକିଅଭିଧାନ‌ରୁ

ପ୍ରଯତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଯମ୍ ଧାତୁ=ବିଷୟ ବିରଚ ହେବା+କର୍ତ୍ତୃ ତ)

[ସମ୍ପାଦନା]
୧. ସଂଯତ; ଜିତେନ୍ଦ୍ରିୟ — ୧. Controlled; regulated; restrained.
୩. ଶୁଦ୍ଧ; ପବିତ୍ର —୩. Holy; pious; pure.
୩. ବିଷୟବିରତ —୩. Withdrawn from worldly concerns.
୪. ପ୍ରଯତ୍ନଶୀଳ —୪. Very careful; exerting; persevering.