Jump to content

ପ୍ରଯୁଜ୍ୟମାନ

ଉଇକିଅଭିଧାନ‌ରୁ

ପ୍ରଯୁଜ୍ୟମାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଯୁଜ୍ ଧାତୁ+କର୍ମ. ଶାନଚ୍)

[ସମ୍ପାଦନା]

ଯାହାକୁ ପ୍ରୟୋଗ କରା ଯାଉଅଛି — Being applied or used; being employed.