Jump to content

ପ୍ରଯୋକ୍ତା

ଉଇକିଅଭିଧାନ‌ରୁ

ପ୍ରଯୋକ୍ତା

ଉଚ୍ଚାରଣ

[ସମ୍ପାଦନା]
(ପ୍ରଯୋକ୍ତ୍ରୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଂ—(ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ୧ମା. ୧ବ)

୧. ପ୍ରୟୋଗକାରୀ —୧. Applying; employing.
୨. ଉତ୍ତେଜକ; ଯେ ମତାଏ ବା ପ୍ରବର୍ତ୍ତାଏ — ୨. intoxicating; stimulating; inciting.
୩. ଯେ ବାଣ ଆଦି ମାରେ — ୩. Shooting an arrow.


ସଂସ୍କୃତ - ବିଶେଷ୍ୟ - ପୁଂ.

[ସମ୍ପାଦନା]
୧. ଉତ୍ତମର୍ଣ୍ଣ; ଋଣଦାତା; ମହାଜନ — ୧. Creditor; capitalist.
୨. ନାଟକର ସୂତ୍ରଧାର — ୨. Chief actor; leading actor.