Jump to content

ପ୍ରଯୋଜ୍ୟ

ଉଇକିଅଭିଧାନ‌ରୁ

ପ୍ରଯୋଜ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ୟୁଜ୍ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ପ୍ରୟୋଗ କରିବା ଯୋଗ୍ୟ; ପ୍ରଯୁକ୍ତ ହେବା ଯୋଗ୍ୟ; ବ୍ୟବହାର୍ଯ୍ୟ —୧. Fit to ebe used or employed; applicable; serviceable.
୨. ଯାହାଦ୍ୱାରା କୌଣସି କାର୍ଯ୍ୟ ସାଧିତ ହୁଏ — ୨. Instrumental.
୩. ଯାହାକୁ ପ୍ରୟୋଗ କରାଯାଏ — ୩. That which is applied.
୪. ଯାହା ପ୍ରୟୋଗ କରାଯିବ —୪. To be applied.
୫. ଆଚରଣୀୟ; କର୍ତ୍ତବ୍ୟ (ହିନ୍ଦୀ - ଶ) — ୫. Fit to be done; proper.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମୂଳଧନ; ବ୍ୟବସାୟାଦିରେ ଖଟାଯିବା ଧନ — ୧. Capital; money invested in trade.
୨. ଭୃତ୍ୟ —୨. Servant.
୩. ଖାର୍ଯ୍ୟସାଧନର ଉପାୟ —୩. Instrument or means used to accomplish a work.