ପ୍ରରୋହଶାଖୀ
ଯେଉଁ ଗଛର ଡାଳକୁ ପୋତିଲେ ତାହା ସ୍ୱତନ୍ତ୍ର ଗଛରେ ପରିଣତ ହୁଏ (ହିନ୍ଦୀ - ଶ.) —Trees from which grafts can be made.