Jump to content

ପ୍ରଲୀନ

ଉଇକିଅଭିଧାନ‌ରୁ

ପ୍ରଲୀନ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଳୀନା—ସ୍ତ୍ରୀ) 

[ପ୍ରଲୀନତା(ତ୍ୱ)—ବି]

ସଂସ୍କୃତ - ବିଣ—(ପ୍ର+ଲୀ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ଲୟପ୍ରାପ୍ତ; ମିଳାଇ ଯାଇଥିବା —୧. Dissolved; quite absorbed.
୨. ମୃର୍ଚ୍ଛିତ — ୨. Fainted; swooning.
୩. ଅନ୍ତର୍ହିତ —୩. Disappeared.
୪. ଚେଷ୍ଟାଶୂନ୍ୟ; ଜଡ଼ବତ୍ —୪. Inert.