Jump to content

ପ୍ରଲେପ

ଉଇକିଅଭିଧାନ‌ରୁ

ପ୍ରଲେପ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଲେପନ—ଅନ୍ୟରୂପ)

  • (file)

ସଂସ୍କୃତ - ବି—(ପ୍ର+ଲିପ୍ ଧାତୁ+ ଭାବ. ଅ)

[ସମ୍ପାଦନା]
୧. ଲିପିବା; ଉପରେ ବୋଳିବା —୧. Anointing; smearing; plastering.
୨. (+କରଣ ବା କର୍ମ. ଅ) ମଲମ — ୨. Ointment; salve; piaster.
୩. ପଦାର୍ଥ ଉପରେ ବୋଳାଯିବା ପତଳା ସ୍ତର — ୩. A thin layer laid over a thing.