Jump to content

ପ୍ରଲେପକ

ଉଇକିଅଭିଧାନ‌ରୁ

ପ୍ରଲେପକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଲେପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ପ୍ର+ଲିପ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଯେ ଲେପନ କରେ ବା ଲିପେ —Smearing anointing.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବାତ କଫଦୋଷରୁ ଉତ୍ପନ୍ନ ଏକପ୍ରକାର ଜୀର୍ଣ୍ଣ ଜ୍ୱର — A kind of chronic fever accompanied with profuse perspiration.

[ଦ୍ରଷ୍ଟବ୍ୟ —ଏଥିରେ ଦେହ ସାମାନ୍ୟ ତାତିଥାଏ ଓ ଦେହ ଝାଳରେ ବୁଡ଼ି ଥାଏ—ହିନ୍ଦୀ - ଶ]