ପ୍ରଲୋଭନ
ଦେଖଣା
ପ୍ରଲୋଭନ
ଉଚ୍ଚାରଣ
[ସମ୍ପାଦନା]ପ୍ରଲୋଭକ, ପ୍ରଲୋଭିତବିଣ
ସଂସ୍କୃତ - ବି—(ପ୍ର+ଲୁଭ ଧାତୁ ଣିଚ୍+ଲୋଭି ଧାତୁ=ଭାବ. ଅନ)
[ସମ୍ପାଦନା]ଲୋଭ ଦେଖାଇବା; ଲାଳସା ଜନ୍ମାଇବା; ଅତିଶୟ ଲୋଭ ଉତ୍ପାଦନ —Allurement; enticement; temptation; seduction.
ସଂସ୍କୃତ - ବିଣ—(+କର୍ତ୍ତୃ. ଅନ)
[ସମ୍ପାଦନା]ଲୋଭଜନକ; ଯେ ଲୋଭ ଦେଖାଇ ଅନ୍ୟକୁ ଭୁଲାଏ —Alluring; tempting; seducing.