Jump to content

ପ୍ରଲୋଭିତ

ଉଇକିଅଭିଧାନ‌ରୁ

ପ୍ରଲୋଭିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ପ୍ର+ଲୋଭିତ)

[ସମ୍ପାଦନା]
୧. ପ୍ରଲୋଭନଦ୍ୱାରା ଆକୃଷ୍ଟ —୧. Seduced; allured; enticed.


୨. ଅତ୍ୟନ୍ତ ଆକୃଷ୍ଟ — ୨. Very much attracted.