Jump to content

ପ୍ରଲୋଭୀ

ଉଇକିଅଭିଧାନ‌ରୁ

ପ୍ରଲୋଭୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଲୋଭିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ଲୋଭ+ଅଛି. ଅର୍ଥରେ; ଇନ ୧ମା. ୧ବ)

[ସମ୍ପାଦନା]

ଅତି ଲୋଭୀ; ଲୁବ୍ଧ —Very covetuous or avaricious.

ଦାମ୍ଭିକ ଅଗ୍ରତେ ନ କହି; ପ୍ରଲୋଭୀ ପ୍ରାଣୀ ଅଟେ ଯେହି ଜଗନ୍ନାଥ. ଭାଗବତ