Jump to content

ପ୍ରଳପିତ

ଉଇକିଅଭିଧାନ‌ରୁ

ପ୍ରଳପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଲପ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. କଥିତ — ୧. Spoken; uttered.
୨. ବୃଥା ଉକ୍ତ —୨. Spoken in vain; babbled orth.

ସଂସ୍କୃତ - ବିଶେଷ୍ୟ - (+ଭାବ. ତ)

[ସମ୍ପାଦନା]

ପ୍ରଳାପ — Incoherent talk; gibberish.