ପ୍ରଳମ୍ୱିତ
ଦେଖଣା
ପ୍ରଳମ୍ୱିତ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷଣ - (ପ୍ର+ଲମ୍ୱିତ)
ଲମ୍ୱିଥିବା; ଲମ୍ୱମାନ; ତଳକୁ ଲମ୍ୱି ଥିବା — Hanging down; overhanging.
ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ -
[ସମ୍ପାଦନା]ନମସ୍କାର —Obeisance.
ମାତାଙ୍କର ଶ୍ରୀପୟରେ ପ୍ରଲମ୍ୱିତ ବେଗେ କରେ; ପଚାରିଲେ ଏହୁ କଥା କହେ ବେଗେଣ ପ୍ରାଚୀ. ନଳଚରିତ
ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ପ୍ରଣମିତ)
[ସମ୍ପାଦନା]ପ୍ରଣାମ କରିଥିବା — Making obeisance.