Jump to content

ପ୍ରଳମ୍ୱିବା

ଉଇକିଅଭିଧାନ‌ରୁ

ପ୍ରଳମ୍ୱିବା

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ପ୍ରାଚୀନ ପଦ୍ୟ) କ୍ର (ସଂସ୍କୃତ - ପ୍ରଣାମ)

[ସମ୍ପାଦନା]

ପ୍ରଣାମ କରିବା — To make obeisance.

ଋଷିଙ୍କପ୍ରଳମ୍ୱି କଲେ ତହିଁ ବିଶ୍ରାମ—ବିଶ୍ୱନାଥ, ବିଚିତ୍ରରାମାୟଣ