ପ୍ରଳାପ
ଦେଖଣା
ପ୍ରଳାପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ପ୍ର+ଲପ୍ ଧାତୁ+ ଭାବ. ଅ)—ନିରର୍ଥକ ବାକ୍ୟ — ୧. Chatter.
- ୨. ଉନ୍ନତ୍ତ ବ୍ୟକ୍ତିର ନିରର୍ଥକ ବାକ୍ୟ — ୨. Delirious talk; ravings of a man.
- ୩. ଅସାର ବାକ୍ୟ; ଅସମ୍ୱନ୍ଧ ଗଳ୍ପ — ୩. Incoherent talk; prattle; gibberish.
- ୪. ରୋଗର ଉପସର୍ଗବିଶେଷ, ଯହିଁରେ ରୋଗୀ ଗୁଡ଼ାଏ ବକେ — ୪. Delirium.
- ୫. ବିଳାପ —୫. Wailing; lamentation.