Jump to content

ପ୍ରଳାପକ

ଉଇକିଅଭିଧାନ‌ରୁ

ପ୍ରଳାପକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଳାପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ପ୍ର+ଲପ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଯେ ବୃଥାରେ ଗୁଡ଼ାଏ ଗପ — Raving; babbling.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରୋଗୀ ପ୍ରଳାପ କରିବା ସନ୍ନିପାତ ରୋଗ ବିଶେଷ— (ହିନ୍ଦୀ - ଶ.) —A kind of collapse in which the patient becomes delirious.