Jump to content

ପ୍ରଳେ

ଉଇକିଅଭିଧାନ‌ରୁ

ପ୍ରଳେ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ପ୍ରାଚୀନ ପଦ୍ୟ). ବି—(ସଂସ୍କୃତ - ପ୍ରଳୟ)

[ସମ୍ପାଦନା]

ପ୍ରଳୟ; ବିନାଶ — Destruction; dissolution.

ଏ ରୂପେ ତିନିରୂପ ଧରି ଉପ୍ତତ୍ତି ସ୍ଥିତ ପ୍ରଳେ କରି—ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ