Jump to content

ପ୍ରଳୟଙ୍କର

ଉଇକିଅଭିଧାନ‌ରୁ

ପ୍ରଳୟଙ୍କର

ଉଚ୍ଚାରଣ

[ସମ୍ପାଦନା]
(ପ୍ରଳୟଙ୍କରୀ—ସ୍ତ୍ରୀ) 

ସଂସ୍କୃତ - ବିଣ—(ପଳୟ+କୃ ଧାତୁ+କର୍ତ୍ତୃ. ଅ; ଅନୁସ୍ୱାର ଆଗମ)

[ସମ୍ପାଦନା]

ପ୍ରଳୟକାରୀ; ବିଧ୍ୱଂସୀ; ସଂହାରକାରୀ; ସର୍ବନାଶସମୁତ୍ପାଦକ —୧. Destructive; annihilating; causing utter ruin.