Jump to content

ପ୍ରଶଂସନ

ଉଇକିଅଭିଧାନ‌ରୁ

ପ୍ରଶଂସନ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଶଂସକ, ପ୍ରଶଂସୀ, ପ୍ରଶଂସିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ର+ଶଂସ୍ ଧାତୁ+ ଭାବ. ଅନ)

[ସମ୍ପାଦନା]
୧. ସ୍ତୁତି; ଗୁଣକୀର୍ତ୍ତନ —୧. Praising; eulogising.
୨. ଧନ୍ୟବାଦ ଦେବା — ୨. Giving thanks.