Jump to content

ପ୍ରଶଂସନୀୟ

ଉଇକିଅଭିଧାନ‌ରୁ

ପ୍ରଶଂସନୀୟ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଶଂସନୀୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ପ୍ର+ଶଂସ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]

ପ୍ରଶଂସିତ ହେବାର ଯୋଗ୍ୟ — Laudable; praiseworthy; deserving praise; admirable.