Jump to content

ପ୍ରଶଂସା

ଉଇକିଅଭିଧାନ‌ରୁ

ପ୍ରଶଂସା

ଉଚ୍ଚାରଣ

[ସମ୍ପାଦନା]

(ନିନ୍ଦା—ବିପରୀତ)

  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଶଂସ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ସୁଖ୍ୟାତି; ଗୁଣକୀର୍ତ୍ତନ; ସ୍ତୁତି; ସ୍ତବ — ୧. Praise; eulogy; applause.
୨. ଧନ୍ୟବାଦ —୨. Thanks-giving.