ପ୍ରଶଂସିତବ୍ୟ
(ପ୍ରଶଂସିତବ୍ୟା—ସ୍ତ୍ରୀ)
ପ୍ରଶଂସା ପାଇବାର ଯୋଗ୍ୟ; ପ୍ରଶଂସିତ ହେବାର ଯୋଗ୍ୟ —Praiseworthy; deserving praise.