ପ୍ରଶଂସୋପମା
ଏକ ପ୍ରକାର ଉପମାଳଙ୍କାର, ଯହିଁରେ ଉପମେୟର ଅଧିକ ପ୍ରଶଂସା କରି ଉପମାନର ପ୍ରଶଂସା ଦ୍ୟୋତିତ କରାଯାଏ (ହିନ୍ଦୀ - ଶବ୍ଦସାଗର) — A kind of simile in which the praise of the object of comparision is indicated by praising the thing with which it is compared.