Jump to content

ପ୍ରଶଂସ୍ୟ

ଉଇକିଅଭିଧାନ‌ରୁ

ପ୍ରଶଂସ୍ୟ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଶଂସ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ର+ଶଂସ ଧାତୁ+କର୍ମ. ଯ)

[ସମ୍ପାଦନା]

ପ୍ରଶଂସନୀୟ; ପ୍ରଶଂସିତ ହେବାର ଯୋଗ୍ୟ — Laudable; praiseworthy.