Jump to content

ପ୍ରଶମ

ଉଇକିଅଭିଧାନ‌ରୁ

ପ୍ରଶମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଶମ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଶମତା; ଶାନ୍ତି — ୧. Peace, quiesence; appeasement.
୨. ଉପଶମ —୨. Palliation; subsidence; pacification.
୩. ବୈରାଗ୍ୟ —୩. Renunciation.
୪. ନିର୍ବାଣ; ନାଶ —୪. Extinction.
୫. ଅବସାଦ —୫. Lassitude.
୬. (ନାମ) ରନ୍ତିଦେବଙ୍କ ପୁତ୍ର — ୬. Name of a son of king Rantideva.
୭. ନିବୃତ୍ତି (ହିନ୍ଦୀ - ଶ.) — ୭. Cessation.
(ପ୍ରଶମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(+କର୍ତ୍ତୃ. ଅ)

[ସମ୍ପାଦନା]
୧. ଶାନ୍ତ — ୧. Pacified; calm.
୨. ଭଦ୍ର; ନମ୍ର —୧. Gentle.