ପ୍ରଶମନ
ଦେଖଣା
ପ୍ରଶମନ
ଉଚ୍ଚାରଣ
[ସମ୍ପାଦନା]ପ୍ରଶମିତ, ପ୍ରଶମନୀୟବିଣ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ପ୍ର+ଶମ୍ ଧାତୁ=ଶାନ୍ତ ହେବା ଣିଚ୍+ଭାବ, ଅନ)
[ସମ୍ପାଦନା]- ୧. ଶାନ୍ତ କରିବା — ୧. Palliation; extenuation; pacification.
- ୨. ହନନ; ମାରଣ; ବଧ — ୨. Slaughter; killing.
- ୩. (ଶମ୍ ଧାତୁ+ଭାବ. ଅନ)—ଶାନ୍ତି; କ୍ଷମତା — ୩. Peace; calmness; tranquility.
- ୪. ଅନୁରଞ୍ଜନ —୪. Refreshing.
- ୫. ବିଶ୍ରାମ; ବିରାମ — ୫. Cessation, quiescence, reposing.
- ୬. ନିବାରଣ; ନିବର୍ତ୍ତନ —୬. Prevention.
- ୭. ସ୍ଥିରୀକରଣ —୭. Determination, settling.
- ୮. ଅସ୍ତ୍ରପ୍ରହାର (ହିନ୍ଦୀ - ଶ) — ୮. Striking with a weapon.
- ୯. (ନାମ) ସତ୍ରାଜିତଙ୍କର ଏକ ଭାଇ — ୯. Name of a brother of Satrājita.