Jump to content

ପ୍ରଶାଖ

ଉଇକିଅଭିଧାନ‌ରୁ

ପ୍ରଶାଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଶାଖା)

[ସମ୍ପାଦନା]
୧. ବହୁ ଶାଖଯୁକ୍ତ —୧. Having many branches.
୨. ଝାମ୍ପୁଡ଼ା ଶାଖାବିଶିଷ୍ଟ — ୨. Having spreading branches.
୨. ହାତ ଗୋଡ଼ ଯୁକ୍ତ ହେବା ଅବସ୍ଥା ଯୁକ୍ତ (ଭ୍ରୂଣ) — ୨. (the embryo) Being in the stage of the formation of the hands and feet (Apte)