ପ୍ରଶାସନ
ଦେଖଣା
ପ୍ରଶାସନ
ଉଚ୍ଚାରଣ
[ସମ୍ପାଦନା](ପ୍ରଶାସକ, ପ୍ରଶାସ୍ତା, ପ୍ରଶାସିତ—ବିଣ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ଶାସନ)
[ସମ୍ପାଦନା]- ୧. ରାଜବିଧି; ଆଇନ — ୧. Ordinance; law; regulation.
- ୨. ପ୍ରକୃଷ୍ଟ ଶାସନ — ୨. Excellent administration.
- ୩. ରାଜ୍ୟ ଶାସନ —୩. Government (Apte).
- ୪. କର୍ତ୍ତବ୍ୟ ସମ୍ୱନ୍ଧେ ଶିକ୍ଷା ଦାନ (ହିନ୍ଦୀ - ଶବ୍ଦସାଗର) — ୪. Enjoining (Apte).