Jump to content

ପ୍ରଶ୍ନବାଚକ

ଉଇକିଅଭିଧାନ‌ରୁ

ପ୍ରଶ୍ନବାଚକ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଶ୍ନବୋଧକ; ପ୍ରଶ୍ନତ୍ମାକ, ପ୍ରଶ୍ନସୂଚକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଉପପଦ ତତ୍ପୁରୁଷ; ପ୍ରଶ୍ନ+ବାଚ୍ ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ପ୍ରଶ୍ନସମ୍ୱନ୍ଧୀୟ — ୧. Relating to questions.
୨. ଯେଉଁ ବାକ୍ୟ ପ୍ରଶ୍ନର ସୂଚନା କରେ — ୨. Interrogation.