Jump to content

ପ୍ରଶ୍ନୋତ୍ତର

ଉଇକିଅଭିଧାନ‌ରୁ

ପ୍ରଶ୍ନୋତ୍ତର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଦ୍ୱନ୍ଦ; ପ୍ରଶ୍ନ+ ଉତ୍ତର)—କୌଣସି ପ୍ରଶ୍ନ ଓ ତହିଁର ଉତ୍ତର —Question and answer catechism.
୨. (୬ଷ୍ଠୀ ତତ୍) ପ୍ରଶ୍ନର ଉତ୍ତର ଦେବା — Answers given to questions.