Jump to content

ପ୍ରଶ୍ନ ବିବାକ

ଉଇକିଅଭିଧାନ‌ରୁ

ପ୍ରଶ୍ନ ବିବାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପ୍ରଶ୍ନ+ବି+ବଚ୍ ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]
୧. ପ୍ରଶ୍ନୋତ୍ତରଦାୟକ ଜ୍ୟୋତିର୍ବିଦ୍ ବିଶେଷ — ୧. An astrologer who can solve questions regarding one's future.
୨. ବିବାଦରେ ମଧ୍ୟସ୍ଥ ବ୍ୟକ୍ତି; ପ଼ଞ୍ଚ, ସରପଞ୍ଚ — ୨. An arbitrator; an umpire (Apte)