ପ୍ରଶ୍ରିତ
ଦେଖଣା
ପ୍ରଶ୍ରିତ
ଉଚ୍ଚାରଣ
[ସମ୍ପାଦନା](ପ୍ରଶ୍ରିତା—ସ୍ତ୍ରୀ)
ପ୍ରଶ୍ରୟୀ, ପ୍ରଶ୍ରୟିତଅନ୍ୟରୂପ
ସଂସ୍କୃତ - ବିଶେଷଣ -(ପ୍ର+ ଶ୍ରି ଧାତୁ= ସେବା କରିବା+କର୍ମ. ତ)
[ସମ୍ପାଦନା]- ୧. ଆଦୃତ —୧. Respected; esteemed.
- ୨. ସ୍ନେହପ୍ରାପ୍ତ —୨. Loved.
- ୩. ଗେଲବସର; ଗେହ୍ଲା; ମୁହଁ ପାଇଥିବା — ୩. Fondled; treated with indulgence.
- ୪. (କର୍ତ୍ତୃ. ତ)—ବିନୀତ —୪. Humble; loyal.
- ୫. ଶିଷ୍ଟ; ଭଦ୍ର — ୫. Civil; polite; courteous (Apte).