Jump to content

ପ୍ରଶ୍ରୟ

ଉଇକିଅଭିଧାନ‌ରୁ

ପ୍ରଶ୍ରୟ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଶ୍ରୟଣ—ଅନ୍ୟରୂପ)

=== ସଂସ୍କୃତ - ବିଶେଷ୍ୟ - (ପ୍ର+ଶ୍ରି ଧାତୁ=ସେବା କରିବା, ଆଶ୍ରୟ କରିବା+ ଭାବ. ଅ)

୧. ସମ୍ମାନସୂଚକ ଭଙ୍ଗୀ — ୧. Respectful demeanour.
୨. ଗେଲ; ଆଦର; ଯତ୍ନ — ୨. Fondness; solicitude.
୩. ପ୍ରଣୟ; ସ୍ନେହ — ୩. Affection; attachment; love (Apte).
୪. ବିନୟ —୪. Civility; courtesy; politeness.
୫. ସ୍ନେହଯୁକ୍ତ ସମ୍ମାନ —୫. Regard; esteem.
୬. ବିଶ୍ୱାସ; ଆସ୍ଥା —୬. Trust, reliance; confidence.
୭. (+ କର୍ମ. ଅ) ଆଶ୍ରୟ; ଠେକ (ହିନ୍ଦୀ - ଶ.) —୭. Prop.
୮. ଆଶ୍ରୟ ସ୍ଥାନ (ହିନ୍ଦୀ - ଶବ୍ଦସାଗର) — ୮. Place of refuge; shelter.