ପ୍ରଶ୍ଳିଷ୍ଟ
ଦେଖଣା
ପ୍ରଶ୍ଳିଷ୍ଟ
ଉଚ୍ଚାରଣ
[ସମ୍ପାଦନା](ପ୍ରଶ୍ଳେଷ—ବି)
ସଂସ୍କୃତ - ବିଶେଷଣ - (ପ୍ର+ ଶ୍ଲିଷ୍ ଧାତୁ+ କର୍ମ. ତ)
[ସମ୍ପାଦନା]- ୧. ଗୁଡ଼ିଆ ହୋଇଥିବା; ବଳା ଯାଇଥିବା — ୧. Twisted; entwined (M.W.)
- ୨. ଯୁକ୍ତିଯୁକ୍ତ — ୨. Well argued; well reasoned (Apte).
- ୩. ସନ୍ଧିପ୍ରାପ୍ତ (ହିନ୍ଦୀ - ଶବ୍ଦସାଗର) — ୩. Joined together.
ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)
[ସମ୍ପାଦନା]- ୧. ସ୍ୱର ସନ୍ଧି — ୧. Grammatical agglutination of two vowels; euphonic coalition or combination of vowels (Apte).
- ୨. ସ୍ୱର ସନ୍ଧିଦ୍ୱାରା ନିଷ୍ପନ୍ନ ସ୍ୱର — ୨. Vowel formed after agglutination.