ପ୍ରଶ୍ୱାସ
ଦେଖଣା
ପ୍ରଶ୍ୱାସ
ଉଚ୍ଚାରଣ
[ସମ୍ପାଦନା](ନିଃଶ୍ୱାସ—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର=ପ୍ରକୃଷ୍ଟ; ସମ୍ୟକ୍+ଶ୍ୱାସ)
[ସମ୍ପାଦନା]- ୧. ନାକ ବାଟେ ପଦାକୁ ଆସିବା ବାୟୁ; ନାସିକାଗତ ବାୟୁର ନିର୍ଗମ — ୧. Expiration; exhalation.
[ଦ୍ରଷ୍ଟବ୍ୟ — ଏହା 'ଶ୍ୱାସ' ଓ 'ନିଶ୍ୱାସ' ଶବ୍ଦ ପରେ ସହଚରରୂପେ ବ୍ୟବହୃତ ହୁଏ]
- ୨. ନାକ ବାଟେ ବହିର୍ଗତ ଶ୍ୱାସ (ହିନ୍ଦୀ - ଶ.) — ୨. Breath exhaled from the nostrils.
- ୩. ନାକ ବାଟେ ଶ୍ୱାସ ବାୟୁର ଗମନାଗମନ — ୩. Breath; respiration (Apte).