ପ୍ରଷ୍ଟ
ଦେଖଣା
ପ୍ରଷ୍ଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ତିନିଟି ଘୋଡ଼ା ବା ବଳଦ ଲାଗିଥିବା ଗାଡ଼ିରେ ଆଗରେ ଲାଗିଥିବା ଘୋଡ଼ା ବା ବଳଦ (ହିନ୍ଦୀ - ଶ.) — ୧. A horse or bullock yoked to a cart in front of two side horses.
- ୨. ତିପାଇ (ହିନ୍ଦୀ - ଶବ୍ଦସାଗର) — ୨. A teapoy; tripod.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପାର୍ଶ୍ୱସ୍ଥ (ହିନ୍ଦୀ - ଶ.) —Lateral.