Jump to content

ପ୍ରସଂଖ୍ୟାନ

ଉଇକିଅଭିଧାନ‌ରୁ

ପ୍ରସଂଖ୍ୟାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ ସମ୍+ଖ୍ୟା ଧାତୁ= କହିବା+ ଭାବ. ଅନ)

[ସମ୍ପାଦନା]
୧. ଋଣାଦିର ପରିଶୋଧ — ୧. Payment; liquidation (Apte).
୨. ଗଣନ —୨. Enumeration (Apte).
୩. ଆତ୍ମାନୁସନ୍ଧାନ — ୩. Self-examination; reflection.
୪. ଧ୍ୟାନ —୪. Meditation.
୫. ସମ୍ୟକ୍ ଜ୍ଞାନ —୫. Perfect knowledge.
୬. ପୂର୍ବ ଘଟନାମାନଙ୍କ ସମ୍ୱନ୍ଧେ ମନରେ ଆଲୋଚନା — ୬. Retrospection (Apte).
୭. ପ୍ରସିଦ୍ଧି; ଖ୍ୟାତି — ୭. Fame; reputation (Apte).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ସମ୍ୟକଜ୍ଞାନଯୁକ୍ତ — ୧. Having deep knowledge.
୨. ଅସଂଖ୍ୟ —୨. Innumerable.