ପ୍ରସଙ୍ଗବଶାତ୍
(ପ୍ରସଙ୍ଗବଶତଃ—ଅନ୍ୟରୂପ)
(ପ୍ରସଙ୍ଗଶରୁ—ଦେଶଜରୂପ)
ଘଟଣାକ୍ରମେ ବା ପ୍ରସଙ୍ଗକ୍ରମେ — Incidentally; in the cause of events or of conversation.