ପ୍ରସଙ୍ଗ ବିଧ୍ୱଂସ
ଦେଖଣା
ପ୍ରସଙ୍ଗ ବିଧ୍ୱଂସ
ଉଚ୍ଚାରଣ
[ସମ୍ପାଦନା](ପ୍ରସଙ୍ଗବିଭ୍ରଂଶ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପ୍ରସଙ୍ଗ+ବିଧ୍ୱଂସ)
[ସମ୍ପାଦନା]ମାନମୋଚନର ୬ଟି ନିର୍ଦ୍ଦିଷ୍ଟ ଉପାୟ ମଧ୍ୟରୁ ଗୋଟିଏ; ମିଥ୍ୟା ଭୟ ଦେଖାଇ ମାନିନୀର ମନରେ ଭୟ ଉପୁଜାଇ ତାହାର ଅଭିମାନକୁ ଛଡ଼ାଇବା (ହିନ୍ଦୀ - ଶ.) —Removing the displeasure from mind of a sullen mistress by infusing in her a false fear.