Jump to content

ପ୍ରସନ୍ନା

ଉଇକିଅଭିଧାନ‌ରୁ

ପ୍ରସନ୍ନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ପ୍ରସନ୍ନ+ ସ୍ତ୍ରୀ. ଆ)

[ସମ୍ପାଦନା]

'ପ୍ରସନ୍ନ'ର ସ୍ତ୍ରୀଲିଙ୍ଗ — Feminine of 'Prasanna'.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ମଦିରା; ମଦ — ୧. Spirituous liquor; wine.
୨. ସନ୍ତୋଷବିଧାନ; ପ୍ରଶମନ — ୨. Propitiation; pleasing (Apte).