ପ୍ରସନ୍ନେ
ଦେଖଣା
ପ୍ରସନ୍ନେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରସନ୍ନେ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ପ୍ରକାଶ୍ୟ ରୂପରେ — ୧. In an open manner.
ମୁଖ ଅଧର ବିରସ ହରଷ ପଦ ହେଉ ଥିଲା ପ୍ରସନ୍ନେ ନାଶିଲା ମଧ୍ୟେ ରହି କୂଚ—କେଶ—ଭଞ୍ଜ. ପ୍ରେମସୂଧାନିଧି
- ୨. ପ୍ରସନ୍ନତା ସହକାରେ; ମନୋହରରୂପେ — ୨. Favourably; gracefully.
- ୩. ଆନନ୍ଦିତ ହୋଇ —୩. With delight; delightedly.