Jump to content

ପ୍ରସନ୍ନ ଚିତ୍ତ

ଉଇକିଅଭିଧାନ‌ରୁ

ପ୍ରସନ୍ନ ଚିତ୍ତ

ଉଚ୍ଚାରଣ

[ସମ୍ପାଦନା]

(ପ୍ରସନ୍ନଚେତାଃ; ପ୍ରସନ୍ନମନା; ପ୍ରସନ୍ନ ହୃଦୟ—ଅନ୍ୟରୂପ)

(ପ୍ରସନ୍ନଚିତ୍ତା, ପ୍ରସନ୍ନହୃଦୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପ୍ରସନ୍ନ+ ଚିତ୍ତ)

[ସମ୍ପାଦନା]

ପ୍ରଫୁଲ୍ଲମନାଃ; ଯାହାର ମନ ଆନନ୍ଦିତ ହୋଇଅଛି — Delighted; pleased.