Jump to content

ପ୍ରସନ୍ନ ବଦନ

ଉଇକିଅଭିଧାନ‌ରୁ

ପ୍ରସନ୍ନ ବଦନ

ଉଚ୍ଚାରଣ

[ସମ୍ପାଦନା]

ପ୍ରସନ୍ନମୁଖ, ପ୍ରସନ୍ନମନଅନ୍ୟରୂପ

(ପ୍ରସନ୍ନବଦନା, ପ୍ରସନ୍ନମୁଖୀ; ପ୍ରସନ୍ନାନନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପ୍ରସନ୍ନ+ ବଦନ)

[ସମ୍ପାଦନା]

ହର୍ଷମୁଖ; ଯାହାର ମୁଖ ସର୍ବଦା ପ୍ରଫୁଲ୍ଲ ଥାଏ — Looking pleased; gracious looking.