Jump to content

ପ୍ରସବିତା

ଉଇକିଅଭିଧାନ‌ରୁ

ପ୍ରସବିତା

ଉଚ୍ଚାରଣ

[ସମ୍ପାଦନା]

(ପ୍ରସବୀ—ଅନ୍ୟରୂପ)

ପ୍ରସବିତ୍ରୀ, ପ୍ରସବିନୀସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - ପୁଂ—(ପ୍ର+ ସୂ ଧାତୁ+ ତୃ; ୧ମା. ୧ବ.)

[ସମ୍ପାଦନା]
୧. ଜନକ; ପିତା —୧. Father.
୨. ଉତ୍ପତ୍ତିଦାତା ବ୍ୟକ୍ତି — ୨. Begetter; producer; progenitor.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଉତ୍ପାଦିକା — Producing; begetting.